ଆନନ୍ଦ ବଜାର, ଶ୍ରୀ ପତିତପାବନ ଓ SJTA ଲୋଗୋ କୁ ମାନ୍ୟତା

ପୁରୀ; ଶ୍ରୀମନ୍ଦିର ସହ ଜଡ଼ିତ ତିନିଗୋଟି ଶବ୍ଦ ପାଟେଣ୍ଟ ଅନ୍ତର୍ଭୁକ୍ତ । ଆନନ୍ଦ ବଜାର, ଶ୍ରୀ ପତିତପାବନ ଓ SJTA ଲୋଗୋ କୁ ମାନ୍ୟତା । ଆଇପି ଇଣ୍ଡିଆର ଅନୁମୋଦନ କ୍ରମେ ଏହା ପାରିତ । ଆଗାମୀ ସମୟରେ ଆଉ ୨୬ ଗୋଟି ଶବ୍ଦକୁ ମାନ୍ୟତା ମିଳିବ ଅନୁମୋଦନ ।

Share This Article 1 shares

Continue Reading

View All ଓଡ଼ିଶା →